Spread the love

କଲେଜ ଛକ ଶିଶୁମନ୍ଦିର ସ୍କୁଲ଼ରେ ଖୋଲିଲା
ଅଟଳ Tinkering ଲ୍ୟାବ

ସ୍ଥାନ କଟକ

ତାରିଖ 14/07/23

କଟକରୁ

କଲେଜ ଛକରେ ଥିବା ଶିଶୁମନ୍ଦିର ସ୍କୁଲ଼ରେ ଆଧୁନିକ
ବିଜ୍ଞାନର ଏକ Tinkering ଲ୍ୟାବ ଉଦଘାଟିତ ହୋଇଛି
ଏଥିରେ ବିଜ୍ଞାନ ଜ୍ଞାନ କୌଶଳ ର ସମସ୍ତ ପ୍ରଶିକ୍ଷଣ ସ୍କୁଲ
ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଇଥାଏ। ଛାତ୍ର ଛାତ୍ରୀ ମାନେ
ବୈଷୟିକ ଶିକ୍ଷା ବଢାଇବା ପାଇଁ ସେନ୍ସର କାମ, Robotik କାମ, 3D ପ୍ରିଣ୍ଟର, ଏହି ଲ୍ୟାବ କୁ ପୂର୍ବତନ
ପ୍ରଧାନମନ୍ତ୍ରୀ ଶ୍ରି ଅଟଳ ବିହାରୀ ବାଜପେୟୀ ଭାରତରେ
ଶିଶୁମାନେ ଆତ୍ମନିର୍ଭରଶୀଳ ହେବେ ଓ ବିଦ୍ୟାଳୟ ସ୍ତରରେ
ବିଜ୍ଞାନ ଜ୍ଞାନ କୌଶଳ ରେ ଛାତ୍ରଛାତ୍ରୀମାନେ କିଭଳି
ଠିକ୍ ପ୍ରୟୋଗ କରିବେ ଏହି ଭଳି ଏକ ପ୍ରୋଜେକ୍ଟ କରିଥିଲେ । ତାହାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଦ୍ୟାଳୟରେ ସlକାର କରିବା ପାଇଁ ଏହି ଲ୍ୟାବ
ଆରମ୍ଭ କରିଛନ୍ତି। ଏହା ନିଶ୍ଚୟ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ
ରେ ଉନ୍ନତି ହେବ।

Leave a Reply

Your email address will not be published. Required fields are marked *