Spread the love

କୁଚିଣ୍ଡା ରେ ଗୁଦଗୁଦା ମହୋତ୍ସବ କବିତା ପଠା ରାଜ୍ୟ ସ୍ତରୀୟ

କୁଚିଣ୍ଡା ୩୦/୩ କୁଚିଣ୍ଡା ସ୍ଥିତ ବ୍ଲକ ର ଅଫିସ ର ସଭା ଗୃହ ରେ ଗୁଦଗୁଦା ମହୋତ୍ସବ ଦ୍ୱତୀୟ ଦିନରେ କବିତା ପାଠ ହୋଇଥିଲା ଏହି କାର୍ଯ୍ୟକର୍ମକୁ ଗୁଦଗୁଦା କମିଟି ର ମଳୟ ବେହେରା, ସୁରଥ ନାୟକ, ଭାବନି ଶଙ୍କର ଭୋଇ ପରିଚାଳନ କରିଥିଲେ କବିତା ପାଠ କରି ଥିଲେ କୁଲେଇଗଡ଼ ରୁ ପ୍ରକୃତି ବନ୍ଧୁ ସରୋଜ ମେହେର, କୁଚିଣ୍ଡା ରୁ ରଜନୀ ପଟେଲ, କୁଚିଣ୍ଡା ରୁ ସୁସ୍ମିତା ପଟେଲ,କେସେଇବାହାଲ ରୁ ତୁଳସୀ ମଞ୍ଜିରୀ ବହିଦାର, କୁଚିଣ୍ଡା ରୁ ବସନ୍ତ କୁମାର ଚୌଧୁରୀ,ବିଜଗୁଡା ରୁ ନରେନ୍ଦ୍ର ସାହୁ , ଶମ୍ଭୁନାଥ ସାହୁ ସର୍ବେ , ରେବତୀ ନାଏକ ବାମରା , ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ଦାସ କେସେଇବାହାଲ , ରତନଲାଲ ସିଂ ଭାତପୁରା , ପରମେଶ୍ୱର ପଟେଲ, ଶେଖର ବନମାଳୀ ନାମଦେଓ କୁଚିଣ୍ଡା , ରାଜେନ୍ଦ୍ର ମହାପାତ୍ର କିରା ସାଶନ , ଶିବ ଶଙ୍କର ପଣ୍ଡା, ଲଖମଣ କୁମାର ବେହେରା,ଧନୁର୍ଜ ମାଝୀ କଲାହାଣ୍ଡି ରୁ ସତ୍ୟନାରାୟ ପଟେଲ ଚନ୍ଦନିମାଲ ରୁ , କଲ୍ୟାଣୀ ପଟେଲ ଚନ୍ଦନିମାଲ ଯୋଗ ଦେଇ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *