Spread the love

 

କୋଭିଡ କଟକଣା ମୁତାବକ କପିଳା ଗ୍ରାମର ମହା କାଳ ଦାଣ୍ଡ ରାଧାକୃଷ୍ଣ ମେଳଣ ସଭା ଅୟୋଜିତ 

 

ଜେ ବି ଏନ, ରିପୋର୍ଟ, ପରେଶ କୁମାର ପଣ୍ଡା ଓ ରଜତ ମଲ୍ଲିକ), ବିଂଝାରପୁର, କପିଳା  : ୩୦/୦୩/୨୦୨୧,  କପିଳା ଗ୍ରାମ ପଞ୍ଚାୟତ କପିଳା ଗ୍ରାମର ମହା କାଳ ଦାଣ୍ଡ ରେ ପ୍ରାୟ ୨୦୦ ବର୍ଷ ଧରି ରାଧାକୃଷ୍ଣ ମେଳଣ ସଭା ଆହୋଜନ କରାଯାଇଥିଲା।୧୭୮୮ ମସିହାରେ ଆରମ୍ଭ ହୋଇଥିବା ଏହି ମେଳଣ ସଭା ପ୍ରତିବର୍ଷ ଧୁମଧାମରେ ହୋଇଥିବା ସମୟରେ ଏହି ବର୍ଷ କରନା କଟକଣା ନିୟମ ଅନୁସାରେ ଏହା ପାଳନ କରାଯାଇଛି।ଶାନ୍ତିଶୃଙ୍ଖଳା ଓ କରନା ନିୟମ ଅନୁଯାୟୀ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତ୍ୱ ପାଳନ କରି ରାଧା କୃଷ୍ଣ ମେଳଣ ରେ ପ୍ରତିବର୍ଷ ଭଳି ଏ ବର୍ଷ ଧୁମଧାମରେ ନ ହେଇଥିଲେ ମଧ୍ୟ ସମସ୍ତ ଭାଈ ଭଉଣୀ ମାନେ ବହୁତ ଶାନ୍ତିଶୃଙ୍ଖଳା ଓ ହସ ଖୁସି ରେ କରୋନା ନିୟମ ମାନି ମେଳା ଭ୍ରମଣ କରିଥିଲେ ।