Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଭିଡ ରୁ ରକ୍ଷା ପାଇଁ ଅଫଲାଇନ ପରୀକ୍ଷା କୁ ଛାତ୍ରଛାତ୍ରୀ ମାନଙ୍କ ବିରୋଧ

 

ଜେ ବି ଏନ (ସୁଶାନ୍ତ ଗଡ଼ନାୟକ ) ୩୦/୦୩/୨୦୨୧ ରାଉରକେଲା : କୋଭିଡ ରୁ ରକ୍ଷା ପାଇଁ ଅଫଲାଇନ ପରୀକ୍ଷା କୁ ସୁନ୍ଦରଗଡ଼ ଜିଲ୍ଲା ସରକାରୀ ପୋଲିଟେକନିକ ଛାତ୍ରଛାତ୍ରୀ ମାନଙ୍କ ବିରୋଧ। ସୂଚନା ମୁତାବକ ଦେଶ ରେ କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା ଦାନ ହେଉଥିଲା ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି କରୋନା ବୃଦ୍ଧି ନ ପାଇବା ପାଇଁ ଆଜି ସୁନ୍ଦରଗଡ ଏସ୍ କେ ସରକାରୀ ପୋଲିଟେକନିକ କଲେଜ ର ଛାତ୍ରଛାତ୍ରୀ ଏକତ୍ରୀତ ହୋଇ କଲେଜ ସମ୍ମୁଖରେ ଏହି ଅଫଲାଇନ ପରିକ୍ଷା କୁ ବନ୍ଦ କରି ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦେବା ପାଇଁ ସ୍ଵର ଉତ୍ତୋଳନ କରିଥିଲେ।