କୋରିଆପାଳ ସେବାଶ୍ରମ ବିର୍ସାମୁଣ୍ଡା ଦିବସ ଅନୁଷ୍ଠିତ……
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଂଚାୟତ ଆଦିବାସୀ ଜନଜାତି କୋରିଆପାଳ ସେବାଶ୍ରମ ଦିବସ ପାଳନ ହୋଇଯାଇଛି!ବିର୍ସା ମୁଣ୍ଡାଙ୍କର ଥିଲେ ଆଦିବାସୀ ନେତା ଏବଂ ଗୌରବ ଥିଲେ ଏହି ଅବସରେ ନାଚ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା!ଏବଂ ପୁରସ୍କାର ବିତରଣ କରାହୋଇଥିଲା!ଏଥିରେ ମୁଖ୍ୟ ଅଥିତି ରାଇବୋଲ ସରପଞ୍ଚ ଶାନ୍ଟୁନୁ କୁମାର ସାହୁ, ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ମୁଣ୍ଡା,ୱାର୍ଡ ସଭ୍ୟ ହୃଷିକେଶ ଦେହୁରୀ,ସ୍କୁଲ ସଭାପତି ବିଷ୍ଣୁଚରଣ ପଧାନ, ରାମ ପ୍ରଧାନ, ଗତିକୃଷ୍ଣ ପଧାନ, ସନ୍ତୋଷ କୁମାର ମହନ୍ତ, ସହକାରୀ ଶିକ୍ଷକ ଅଲେଖ ପ୍ରସାଦ ପଧାନ ଦାଶରଥି ନାଏକ, ଗୋପବନ୍ଧୁ ମାର୍ଣ୍ଡି, ବିନ୍ଦୁଲତା ମହନ୍ତ, ମାର୍ଟିନ ସନ୍ଧ୍ୟାରାଣୀ ପ୍ରଧାନ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

