Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କ୍ଲଷ୍ଟର ସ୍ତରୀୟ ରେଡକ୍ରସର ଟ୍ରେନିଂ କ୍ୟାମ୍ପର ଉଦଯାପନୀ ଉତ୍ସବରେ ଯୋଗଦେଲେ ବିଧାୟକ ସୁଶାନ୍ତ ସିଂ

 

(ଜେ. ବି. ଏନ୍) ୦୯/୦୨ /୨୦୨୧ ସୋହେଲା ଡିଗ୍ରୀ କଲେଜରେ ତିନି ଦିନ ଧରି ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ରେଡକ୍ରସର ଟ୍ରେନିଂ କ୍ୟାମ୍ପର ଉଦଯାପନୀ ଉତ୍ସବରେ ଯୋଗଦେଇଥିଲେ ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ତନ୍ମୟ ଦରୁଆନ, ବିଡିଓ ବିଶ୍ୱ ରଞ୍ଜନ କର, ଭାରପ୍ରାପ୍ତ ଅଧ୍ୟକ୍ଷ ହରିହର ସାହୁ,ଅଧ୍ୟାପକ ପ୍ରତାପ ମିଶ୍ର,ଜିଲ୍ଲା ସଂଯୋଜକ ପରମାନନ୍ଦ ରଥ ପ୍ରମୁଖ ମଞ୍ଚାସୀନ ଥିଲେ ।