Spread the love

ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ଯୁବକ ମୃତ

ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ଯୁବକ ମୃତ। ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବଡନେଉଳି ପଞ୍ଚାୟତ ସିଲିଟିଆ ଗାଁ ରେ ଗାଧୋଇବା ବେଳେ ପେlଖରୀରେ ବୁଡି ଯୁବକ ମୣତ l ସିଲିଟିଆ ଗ୍ରାମର ସୁରେଶ ମହାନ୍ତ(୩୫ ବର୍ଷ)ଗାଧେଇବାକୁ ଗ୍ରାମ ପେlଖରୀକୁ ଯାଇ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ l ତାଙ୍କୁ ସ୍ଥାନୀୟ ଲେlକେ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୣତ୍ୟୁ ଘଟିଥିବା ନେଇ ସୂଚନା। ଏ ନେଇ ବାରିଆ ପେlଲିସକୁ ସୂଚନା ଦିଆଯିବା ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ଶବ କୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *