Spread the love

ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଷୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଗୋଲାମୁଣ୍ଡା/୨୮/୨/୨୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଷୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।ଗୋଲାମୁଣ୍ଡା/ଅଦ୍ୟ ତା ୨୮.୨.୨୦୨୫ ଅପରାହ୍ନ ୧.୩୦ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା କାର୍ଯ୍ୟାଳୟ ଠାରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଷୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ଏହି ସଭା ଟି ଶୀ ଯୋଷୀ ଅଧ୍ୟକ୍ଷତା କରିଥିଲାବେଳେ, ଵିଆରସିସି ଶ୍ରୀଯୁକ୍ତ ଲବଣୀ ନାଏକ ମୂଖ୍ୟ ବକ୍ତା ରହିଥିଲେ। ଶ୍ରୀମତୀ ନୀଲା ଦାସ ଏବିଇଓ ଗୋଲାମୁଣ୍ଡା, ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା ମଞ୍ଚାସିନ ହୋଇଥିଲେ। ଗୋଲାମୁଣ୍ଡା ବ୍ଲକ ର ୧୫ ଟି କ୍ଲଷ୍ଟର ରୁ ସମସ୍ତ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ,ଥଵିର ମାଝୀ,ରେଖରାମ ନାଏକ,କ୍ଷୀରାଵ୍ଧୀ ତନମୟ ମଶ୍ରା, ଟଙ୍କ ଧର ସାଗର,ଭିଷ୍ମ ସାହୁ,ଵିରୁପାକ୍ଷ ଦୀପ,ଅମିତ ଜାଲ, ଜିତୁ ଜାଲ,ତୁଲାରାମ ସାହୁ, ସ୍ବରାଜ ବାଗ,ରଙ୍ଗାଧର ଛତ୍ରିଆ, ଵିନୋଦ ପାଣିଗ୍ରାହୀ, ମୂରଲୀଧର ଦୁର୍ଗା,ସୁଧିର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ଯୁକ୍ତ ଭବାନୀ ଶଙ୍କର ଯୋଷୀ ଗତ ୧.୮ ୨୦୨୩ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ପଦବୀ ରେ ଅଧିଷ୍ଠିତ ହୋଇ ଏକ ଦକ୍ଷ,କର୍ମଠ, ସଚ୍ଚୋଟ ପ୍ରଶାସକ ଭାବରେ ପରିତୟ ପାଇଛନ୍ତି। ଏପରି ଶାନ୍ତ, ମିଷ୍ଟଭାଷୀ,ଦକ୍ଷ ବ୍ୟକ୍ତି ଙ୍କୁ ପାଇ ଧନ୍ୟମନେ କରିବା ସହ ଏପରି ବିଇଓ ପାଇବା କଷ୍ଟକର।ସେ ସବୁ ବେଳେ କାର୍ଯ୍ୟ ଶିଘ୍ର ସମାପନ କିପରି ହେଵ ସବୁବେଳେ ଚେଷ୍ଟା କରୁଥିଲେ। ଏପରି ଦକ୍ଷ ପ୍ରଶାସକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରେ ସମ୍ବର୍ଦ୍ଧିତ କରି ଗୋଲାମୁଣ୍ଡା ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଷୀ ଙ୍କ ଆଗନ୍ତୁକ ଜୀଵନ, ସ୍ଵାସ୍ଥ୍ୟ, ଭବିଷ୍ୟତ,ଉଜ୍ଜ୍ୱଳ, ସପରିବାର କୁସଳରେ ରହିବା ପାଇଁ କାମନା କରିଥିଲେ। ଶ୍ରୀ ଯୁକ୍ତ ସ୍ଵରାଜ ଵାଗ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଯୁକ୍ତ ଗଜିନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଵିଆରସିସି ଶ୍ରୀ ଯୁକ୍ତ ଲବଣୀ ନାଏକ ସଭାସାଂଗ କରିଥିଲେ।ଅଦ୍ୟ ତା ୨୮.୨.୨୦୨୫ ଅପରାହ୍ନ ୧.୩୦ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା କାର୍ଯ୍ୟାଳୟ ଠାରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଯୋଷୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ଏହି ସଭା ଟି ଶୀ ଯୋଷୀ ଅଧ୍ୟକ୍ଷତା କରିଥିଲାବେଳେ, ଵିଆରସିସି ଶ୍ରୀଯୁକ୍ତ ଲବଣୀ ନାଏକ ମୂଖ୍ୟ ବକ୍ତା ରହିଥିଲେ। ଶ୍ରୀମତୀ ନୀଲା ଦାସ ଏବିଇଓ ଗୋଲାମୁଣ୍ଡା, ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା ମଞ୍ଚାସିନ ହୋଇଥିଲେ। ଗୋଲାମୁଣ୍ଡା ବ୍ଲକ ର ୧୫ ଟି କ୍ଲଷ୍ଟର ରୁ ସମସ୍ତ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ,ଥଵିର ମାଝୀ,ରେଖରାମ ନାଏକ,କ୍ଷୀରାଵ୍ଧୀ ତନମୟ ମଶ୍ରା, ଟଙ୍କ ଧର ସାଗର,ଭିଷ୍ମ ସାହୁ,ଵିରୁପାକ୍ଷ ଦୀପ,ଅମିତ ଜାଲ, ଜିତୁ ଜାଲ,ତୁଲାରାମ ସାହୁ, ସ୍ବରାଜ ବାଗ,ରଙ୍ଗାଧର ଛତ୍ରିଆ, ଵିନୋଦ ପାଣିଗ୍ରାହୀ, ମୂରଲୀଧର ଦୁର୍ଗା,ସୁଧିର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ଯୁକ୍ତ ଭବାନୀ ଶଙ୍କର ଯୋଷୀ ଗତ ୧.୮ ୨୦୨୩ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ପଦବୀ ରେ ଅଧିଷ୍ଠିତ ହୋଇ ଏକ ଦକ୍ଷ,କର୍ମଠ, ସଚ୍ଚୋଟ ପ୍ରଶାସକ ଭାବରେ ପରିତୟ ପାଇଛନ୍ତି। ଏପରି ଶାନ୍ତ, ମିଷ୍ଟଭାଷୀ,ଦକ୍ଷ ବ୍ୟକ୍ତି ଙ୍କୁ ପାଇ ଧନ୍ୟମନେ କରିବା ସହ ଏପରି ବିଇଓ ପାଇବା କଷ୍ଟକର।ସେ ସବୁ ବେଳେ କାର୍ଯ୍ୟ ଶିଘ୍ର ସମାପନ କିପରି ହେଵ ସବୁବେଳେ ଚେଷ୍ଟା କରୁଥିଲେ। ଏପରି ଦକ୍ଷ ପ୍ରଶାସକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରେ ସମ୍ବର୍ଦ୍ଧିତ କରି ଗୋଲାମୁଣ୍ଡା ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଷୀ ଙ୍କ ଆଗନ୍ତୁକ ଜୀଵନ, ସ୍ଵାସ୍ଥ୍ୟ, ଭବିଷ୍ୟତ,ଉଜ୍ଜ୍ୱଳ, ସପରିବାର କୁସଳରେ ରହିବା ପାଇଁ କାମନା କରିଥିଲେ। ଶ୍ରୀ ଯୁକ୍ତ ସ୍ଵରାଜ ଵାଗ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଯୁକ୍ତ ଗଜିନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଵିଆରସିସି ଶ୍ରୀ ଯୁକ୍ତ ଲବଣୀ ନାଏକ ସଭାସାଂଗ କରିଥିଲେ।

Leave a Reply

Your email address will not be published. Required fields are marked *