Spread the love

ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସାମୁହିକ ବୈଠକ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ଓଡ଼ିଶା ଏସ୍ ୟୁ ଜେ ସାମ୍ବାଦିକ ସଂଘ ର ଉପସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଣ୍ଡା ଓ‌ କଲାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ମହମ୍ମଦ ଅଲି ଖାଁ ଙ୍କ ଉପସ୍ଥିତି ରେ ସମସ୍ତ ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସଦସ୍ୟ ମାନଙ୍କୁ ଆଇଡିକାର୍ଡ ବଣ୍ଟନ କରିଥିଲେ । ଏହି ସାମୁହିକ ବୈଠକ ରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସଭାପତି ରାମକୁମାର ସେନାପତି , ସଂପାଦକ ଈଶ୍ଵରି ପଟେଲ , ଶ୍ୟାମସୁନ୍ଦର ଅଗ୍ରୱାଲା,ଲବଜି ପଟେଲ, ବ୍ରହ୍ମା ପ୍ରସାଦ କାଣ୍ଡ, ପ୍ରିୟ କୃଷ୍ଣ ପଟେଲ, ମହେନ୍ଦ୍ର ଦାସ, ସୁରେନ୍ଦ୍ର କୁମାର ଭୋଇ, ଧନେଶ୍ଵର ଭାଟି, ରବିନସନ ସେନାପତି,କପୁରଚନ ସେଠିଆ,ସୋରଜ ମୁଣ୍ଡ କ୍ଷିରସିନ୍ଦୁ ପଟେଲ,ଚନ୍ଦ୍ରଧ୍ବଜ କେତକୀ, ଉପେନ୍ଦ୍ର ବଗର୍ତ୍ତୀ, ସୁରେନ୍ଦ୍ର କୁମାର ଜାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁରଚନ ସେଠିଆ

Leave a Reply

Your email address will not be published. Required fields are marked *