Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗ୍ରାମ ଓ ମନ୍ଦିରର ଉନ୍ନତି ପ୍ରତିଶ୍ରୁତି ସହ ବୈଠକରେ ଯୋଗଦେଲେ ବିଧାୟକ 

 

 

ଜାଗ୍ରତ ଭାରତ ନିୟୁଜ୍, ୧୨/୦୪/୨୦୨୧, (ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ), କଣିହାଁ/

ତାଳଚେର : ଧରମ୍ପୁର ମନ୍ଦିର ର ମରାମତି ଏବଂ ବିଶେଷ ସୁବିଧା, ଗ୍ରାମ ର ଉନ୍ନତି ର ପ୍ରତିଶ୍ରୁତି ନେଇ ବୈଠକ ରେ ସାମିଲ୍ ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ।

ଧରମପୁର ଗ୍ରାମର ବାବା କୁଶଳେଶ୍ଵର ମହାଦେବ ଙ୍କ ନୂତନ ମନ୍ଦିର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଛି। ପାର୍ଶ୍ଵବର୍ତ୍ତୀ ଚାରୋଟି ପଞ୍ଚାୟତ ବ୍ରଜନାଥପୁର,କଙ୍କିଳି,ଗୁରୁଜାଙ୍ଗ, ଧରମପୁର ବାସୀଙ୍କ ସହଯୋଗରେ କିଭଳି ଭାବରେ ନୂତନ ଭବ୍ୟ ମନ୍ଦିର ନିର୍ମାଣ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା ।