Spread the love

୧୩ ରୁ ୧୫ ତାରିଖ ଯାଏଁ କିଛି ଜିଲ୍ଲାରେ ଗ୍ରୀଷ୍ମ-ପ୍ରବାହ ସମ୍ଭାବନା
୧୬ତାରିଖରେ ଏଥିରେ ବ୍ରେକ ଲାଗିବାର ସମ୍ଭାବନା

କାରଣ ଏହି ସମୟରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ରୁ ବାୟୁପ୍ରବାହ ସମ୍ଭାବନା ହେତୁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷାର ସମ୍ଭାବନା।

Leave a Reply

Your email address will not be published. Required fields are marked *