Spread the love

‘ଚଳଚ୍ଚିତ୍ର ଉପରେ ଅନାବଶ୍ୟକ ମନ୍ତବ୍ୟ ଦିଅ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମୀଙ୍କୁ କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କର୍ମୀଙ୍କୁ କହିଛନ୍ତି ଯେ ଚଳଚ୍ଚିତ୍ର ଉପରେ କୌଣସି ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଛନ୍ତି। କାରଣ “ଆମେ କରିଛୁ କଠିନ ପରିଶ୍ରମ ” ବୋଲି କହିଛନ୍ତି। ଶାହରୁଖ ଖାନଙ୍କ ‘pathan’ର ଏକ ଗୀତ ଉପରେ ଏକାଧିକ ବିଜେପି ନେତା ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ଏହା ସାମ୍ନାକୁ ଆସିଛି। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି ଏଭଳି ମନ୍ତ୍ୟବ୍ୟ ଦେଇ ଅଯଥା “ହେଡଲାଇନ୍ କୁ ଆସନ୍ତୁ ନାହିଁ”।

Leave a Reply

Your email address will not be published. Required fields are marked *