Spread the love

ଚାଷୀକୂଳର ଉନ୍ନତି ପାଇଁ ସରକାର ସବୁ ସ୍ଥରରେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସହନ ଦେଉଛନ୍ତି ଚାଷୀମାନେ ମଧ୍ୟ ଏହାରି ଲାଭ ଉଠାଉଛନ୍ତି,ଆଗରୁ ହଳଲଙ୍ଗଳ ମାଧ୍ୟମରେ ବହୁ କଷ୍ଟରେ ଅଧିକ ଖର୍ଚ୍ଚ କର ଲାଭ ପାଇପାରୁନଥିଲା ବର୍ତ୍ତମାନ ସରକାର ତାଙ୍କ ଯୋଜନା ମାଧ୍ୟମରେ ଯନ୍ତ୍ରପାତି ମାଧ୍ୟମରେ ସ୍ଵଳ୍ପ ସମୟରେ କମ୍ ଖର୍ଚ୍ଚ କରିଫସଳ ଅମଳ କରି ଲାଭ ପାଇବେ । ଏହାରି ସୁଯୋଗ ମଧ୍ୟ ଚାଷୀମାନେ ନେଉଥିବା ଦେଖାଯାଉଛି| ଧର୍ମଗଡ଼ ଉପଖଣ୍ଡର ରେଙ୍ଗସାପାଲି ଗ୍ରାମପଞ୍ଚାୟତର ନୁଆ ମୁଣ୍ଡା ୧୫ଜଣ ଚାଷୀ ଧାନରୁ ଆମେସିନ ସାହାଯାଇ ୨୦୦ ଏକର ଧାନରୁଆ କାର୍ଯ୍ୟ ଶ୍ରୀ ପଦ୍ଧତିରେ କରୁଛନ୍ତି। ଆସନ୍ତୁ ଦେଖିବା ମେସିନ ସାହାର୍ଯ୍ୟରେ ଧାନ କିପର ରୂଆ ହେଉଛି କମ୍ ସମୟ ମଧ୍ୟରେ ହାଳରେ କୃଷି ଯନ୍ତ୍ରପାତି ମେଳାର ସମାପ୍ତ ହୋଇଛି ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ ଚାଷୀଭାଇ ଯୋଗଦେଇ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଯନ୍ତ୍ରପାତି ମୁହାଁ ହେବାର ଲାଗି ଲେଣି ଏହାରି ଉଧାହରଣ ନୂଆ ମୁଣ୍ଡା ଗାଁ ।ଧର୍ମଗଡ଼ ରୁ ଧବଲେଶ୍ଵର ରଣାଙ୍କ ରିପୋଟ

Leave a Reply

Your email address will not be published. Required fields are marked *