Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନଅ ଜଣ କିନ୍ନର ଙ୍କୁ ଭତା ପ୍ରଦାନ

 

 

ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ,ଜ୍ୟୋତି ରଞ୍ଜନ ପରିଡା ), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ୱୀପ ପୌରାଞ୍ଚଳ ରେ ବସ ବାସ କରୁଥିବା ନଅ ଜଣ କିନ୍ନର ଙ୍କୁ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରଥମ ଦଫା ରେ ଭତା ବଣ୍ଟନ କରାଯାଇଛି !ଏହି ଉପଲକ୍ଷେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ! ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌର ପରିଷଦ ର ପୂର୍ବତନ ଅଧକ୍ଷ୍ୟ ମଧୁ ସୁଦନ ସାହୁ ! ଜ଼ିଲ୍ଲା ପ୍ରୋଟେସନ ଅଫିସର ପ୍ରମୁଖ ଯୋଗଦେଇ ଖୁସି ମହାନ୍ତି, ପୂଜା ପଣ୍ଡା, ଲିଜା ଖଟୋଇ, ଲତିକା ମଲ୍ଲିକ, ମାନିନୀ ବେହେରା, ସରସ୍ବତୀ ଚୱାନ, ରାଧା ସ୍ୱାଇଁ, ରଙ୍ଗ ଓଝା, ଶିବାନୀ ମାନ୍ନା ଆଦି ନଅ ଜଣ କିନ୍ନର ଙ୍କୁ ପ୍ରଥମ ଦଫା ରେ ଭତା ବଣ୍ଟନ କରାଯଇଛି !