Spread the love

ଜରି ପ୍ରାଥମିକ କୃଷି ସମବାୟ କେନ୍ଦ୍ରରେ ୭୭ ତମ ସ୍ବାଧିନତା ଦିବସ ପାଳନ ମହାସମାରୋହରେ ପାଳନ ହୋଇଯାଇଛି।

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପ୍ରାଥମିକ କୃଷି ସମବାୟ କେନ୍ଦ୍ରରେ ୭୭ ତମ ସ୍ବାଧିନତା ଦିବସ ପାଳନ ମହାସମାରୋହରେ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଭାପତି ଦିଲ୍ଲୀପ ରାଉତ ଆନୁଷ୍ଠାନିକ ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। କିଭଳି ଭାବରେ ସେବା ସମବାୟ ସମିତି ଆଗକୁ ଆଗକୁ ଲୋକମାନଙ୍କର ସେବାରେ ଲାଗିବା ସହ ନାମ ବଢିବ ସେ ଦିଗରେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଗୋପାଳ ସ୍ବାଇଁ, ପୃର୍ବତନ ସଭାପତି ପ୍ରମୋଦ ସାମଲ,ସଭ୍ୟ ମନୋଜ ସାମଲ,ଧିରେନ ଜେନା, ଆନନ୍ଦ ଚନ୍ଦ୍ର ସାହୁ, ଗନ୍ଧର୍ବ ଦାଶ,ଉମେଶ ଚନ୍ଦ୍ର ଦାଶ,,ସୁବ୍ରତ ସାମଲ ପ୍ରମୁଖ ଯୋଗଦେଇ ସ୍ବାଧିନତା ଦିବସ ପାଳନ ବିଷୟରେ କହିଥିଲେ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *