Spread the love

ଭଞ୍ଜନଗର ଜାତୀୟ କଂଗ୍ରେସ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଧୂମଧାମରେ ପାଳିତ.
ଜାଗ୍ରତ ଭାରତ ନ୍ୟୁଜ, ରୂପକ ମହାନ୍ତି.

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୭ ତମ
ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ସେହିପରି ଭଞ୍ଜନଗର ଠାରେ ଭଞ୍ଜନଗର
କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ
କରାଯାଇଛି. ଭଞ୍ଜନଗର ଜେଲ ପଡିଆ ଠାରେ କଂଗ୍ରେସର ସମସ୍ତ ନେତା ଓ କର୍ମୀ
ଏକତ୍ରିତ ହୋଇ ଜାତୀୟ ପତକା ଉତ୍ତଳନ
ସହ ଜାତୀୟ ସଂଗୀତ ଗାନ କରିବା ସହପରସ୍ପର ମଧ୍ୟରେ ମିଷ୍ଠାନ ବଣ୍ଟନ କରା ଯାଇଥିଲା.ସ୍ୱାଧୀନତା ଦିବସ ଅବସରରେ
ଭଞ୍ଜନଗର ନଗର କଂଗ୍ରେସ ସଭାପତି
ସନ୍ତୋଷ ପ୍ରଧାନ,ଜିଲ୍ଲା ସେକ୍ରେଟାରୀ ଜାବାହାର ସାହୁ,ପିସିସି ସେକ୍ରେଟାରୀ ସୁଶାନ୍ତ
ଦିଗଲ, ପିସିସି ସଭାପତି ଦେବୀ ବିଷୋୟୀ, ବେଲଗୁଣ୍ଠା ନଗର ସଭାପତି ସନ୍ତୋଷ ପଟନାୟକଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ.ବେଲଗୁଣ୍ଠା ନଗର ସଭାପତି ସନ୍ତୋଷ ପଟନାୟକଙ୍କ ତତ୍ଵାବଧନ
୭୭ତମ ସ୍ୱାଧୀନତା ଦିବସ ପାଳନ କରା ଯାଇଥିଲା.

Leave a Reply

Your email address will not be published. Required fields are marked *