Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ଜଳଛତ୍ର କେନ୍ଦ୍ର ଉଦଘାଟିତ

 

 

ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର-ଚଳିତ ବର୍ଷର ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟକରି ସାଧାରଣ ପଥଯାତ୍ରୀଙ୍କୁ ପିଇବା ପାଇଁ ପାଣି ଦେବା ନିମନ୍ତେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଏଆରଏସଏସ ନିକଟସ୍ଥ ଛକଠାରେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି।ରାଜ୍ୟ ବଜେପିର ଏସସି ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଜଳନ୍ଧର ନାୟକଙ୍କ ସପୂର୍ଣ୍ଣ ସହାୟତାରେ ହୋଇଥିବା ଏହି ଜଳଛାତ୍ର କେନ୍ଦ୍ରକୁ ନିଜେ ଶ୍ରୀଯୁକ୍ତ ନାୟଜ ଉଦଘାଟନ କରିଥିଲେ।ଗତ ଶୁକ୍ରବାର ଦିନ ଉଦଘାଟିତ ହୋଇଥିବା ଏହି ଜଳଛତ୍ର କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।