Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜାଗ୍ରତ ଭାରତ ନିୟୁଜ ର ପ୍ରଭାବ: ଉପକୃତ ହେଲେ ଅଞ୍ଚଳ ବାସୀ

 

ଜେ ବି ଏନ, (ରିପୋର୍ଟ, ମଦନ ସାହୁ), ୪/୦୩/୨୦୨୧, ଅନୁଗୋଳ : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନାଲକୋ ଦୈନିକ ଵଜାର ସାମନାରେ ଦୁଇଟି ହମ୍ପସ ତିଆରି କରାଯାଇଥିଲା। ହେଲେ ହମ୍ପସ ତିଆରି କରିବା ପରେ ରଙ୍ଗ ଓ ରଙ୍ଗୀନ କରିବା ପାଇଁ ଠିକାଦାର ଓ ପ୍ରଶାସନ ଭୁଲିଯାଇଥିଲେ। ହେଲେ ଆମ ଜାଗ୍ରତ ଭାରତ ନିୟୁଜ ଖବର ପ୍ରସାରଣ କରାଯାଇଥିଲା । ପ୍ରସାରଣ ହେବା ପରେ ଏକ ମାସ ପରେ ଠିକାଦାର ଆସି ଧଳା ରଙ୍ଗ ଦେବାରୁ ଦେଖିବାକୁ ମିଳିଛି।