Spread the love

*ଜିଲ୍ଲା ମୁଖ୍ୟ ମୁଖପାତ୍ର ନିଯୁକ୍ତି ଘୋଷଣା*

ଭୁବନେଶ୍ୱର ତା. ୧୬.୯- ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଜିଲ୍ଲା ମୁଖ୍ୟମୁଖପାତ୍ର ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇବା ସହ ଶ୍ରୀ ବେହେରା ନବନିଯୁକ୍ତି ଜିଲ୍ଲା ମୁଖ୍ୟ ମୁଖପାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନୁଗୁଳ ଜିଲ୍ଲା ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ନାଥ, ବାଲେଶ୍ୱର-ସୁଧାଂଶୁ ଶେଖର ଜେନା, ଭଦ୍ରକ-ଶୁଭେନ୍ଦୁ ରାୟ ମହାପାତ୍ର, ବରଗଡ଼- ସରୋଜ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର- ଜୟଶ୍ରୀ ପାତ୍ର, ବଲାଙ୍ଗିର-ଅଜୟ ବାଲି, ବୌଦ୍ଧ- ଶାନ୍ତନୁ କୁମାର ମହାପାତ୍ର, କଟକ-ଅଶୋକ କୁମାର ସ୍ୱାଇଁ, କଟକ ସହର- ମାନସ ପରିଡ଼ା, ଦେଓଗଡ଼-ମଞ୍ଜୁଳ କୁମାର ନାୟକ, ଢ଼େଙ୍କାନାଳ-ନିର୍ମଳ କୁମାର ମିଶ୍ର, ଗଜପତି-ସୂର୍ଯ୍ୟ ନାରାୟଣ ପାତ୍ର, ଜଗତସିଂହପୁର-ହେମନ୍ତ ରଥ, ଯାଜପୁର-ବିଭୁତି ଭୂଷଣ ମହାପାତ୍ର, ଝାରସୁଗୁଡ଼ା-ସୁବ୍ରତ ପ୍ରଧାନ, କଳାହାଣ୍ଡି-ରଷି କାପୁର ସାହୁ, କନ୍ଧମାଳ-ଘନ କୁମାର ଶବର, କେନ୍ଦୁଝର- ସଂଗୀତା ସିଂ, ଖୋର୍ଦ୍ଧା-ସୁନିଲ ରାଉତରାୟ, କୋରାପୁଟ-ରୂପକ ତୁରୁକ, ମୟୁରଭଞ୍ଜ- ଯୋଗେଶ ଅଗ୍ରୱାଲ,ମାଲକାନଗିରି-ପର୍ଶୁରାମ ଭକ୍ତ, ନବରଙ୍ଗପୁର-ଦେବକାନ୍ତ ପଣ୍ଡା, ନୂଆପଡ଼ା-ଅଭୟ ଶଙ୍କର ଯୋଶୀ, ନୟାଗଡ଼-ବୃନ୍ଦାବନ ନାୟକ, ପୁରୀ-ସ୍ୱାଧୀନ କୁମାର ପଣ୍ଡା, ରାଉରକେଲା-ଗିରିଜା ଶଙ୍କର ମିଶ୍ର, ସୁନ୍ଦରଗଡ-କର୍ମବୀର ଦାସ ପ୍ରମୁଖ ଜିଲ୍ଲା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *