Spread the love

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ ‘“ ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ

 

ନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃ ସୁଦୃଢ଼ କଟି କରିବାର ମହତ୍ଵ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍)ର ଷ୍ଟିଲ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍ଏମ୍) ପକ୍ଷରୁ ୨୦୨୩ ଅକ୍ଟୋବର “ସୁମିଳନ’ କାର୍ଯ୍ୟକ୍ରମ ଆପେ ଆୟୋଜନ କରାଯାଇଥିଲା । ଏସ୍ଏମ୍ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଭେଣ୍ଡା ଣ୍ଡର ପାର୍ଟନରମାନଙ୍କ କର୍ମଚାରୀ ଓ ବରିଷ୍ଠ ଅଧିକ ଯୋଗ ଦେଇ ଦଇଥିଲେ ଏବଂ ଟିଏସ୍ଏମ୍‌ର ବରିଷ୍ଠ ନେତୃତ୍ଵ ମଣ୍ଡଳୀ ସହ ଭାବ ବିନିମୟ ଲେ । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ଅଗ୍ନିଶମ ସୁରକ୍ଷା” । କରିଥିଲେ ଧିକାରୀମାନେ ଏଥିରେ

 

ମେରାମଣ୍ଡଳୀ, ଅକ୍ଟୋବର ୨୬, ୨୦୨୩: ଭେଣ୍ଡର ପାର୍ଟନର

 

ଏହି କାର୍ଯ୍ୟକ୍ରମରେ ଟିଏସ୍ଏମ୍‌ର ସୁରକ୍ଷା ମୁଖ୍ୟ ଅଗମ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍ଏମ୍‌ର ଭାଗବତ, ସିଆରଏମ୍ ମୁଖ୍ୟ (ଭାରାପ୍ରାପ୍ତ) ଇଥିଲେ । ଏସ୍ଏସ୍ଏସ୍ ଆଣ୍ଡ୍ ଏଲ୍‌ସିପି । ମୁଖ୍ୟ ହରପନହାଲି ମହେଶବାବୁ, ଏଚ୍ଏସ୍ଏମ୍ ମୁଖ୍ୟ ମହେଶ । ଚନ୍ଦ୍ର ପ୍ରକାଶ ଓ ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନର ଭେଣ୍ଡର ପାର୍ଟନରମାନେ ଯୋଗ ଦେଇଥି

 

ତତ୍ତ୍ୱାବଧାରକ ଧାରକ, କ୍ଷେତ୍ର ଇନ୍-ଚାର୍ଜ, ଠିକା ମାଲିକ, ପ୍ରଶାସକ, ସୁରକ୍ଷା ସୁପରଭାଇଜର ଓ ଚମ୍ପିଆନମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଜରିଆରେ ଆରେ ଡିଭିଜନ ସ୍ତରରେ ଅଗ୍ନି ସୁରକ୍ଷା ପରିଚାଳନା ସହ ଶୂନ୍ୟ ଆହାତ ଲକ୍ଷ୍ୟ ହାସଲ କରିବା ଉପରେ ଟିଏସ୍ଏମ୍‌ର ବିଭାଗୀୟ ମୁଖ୍ୟମାନେ ଆଲୋକପାତ କରିଥିଲେ । ସୁରକ୍ଷା ଅଭ୍ୟାସ ଓ ଆଘାତ ମୁକ୍ତ ପରିବେଶରେ ଉନ୍ନତି ଆଣିବା ପାଇଁ ସେ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଥିଲେ ।

 

ଏହି ଅବରରେ ଏସ୍ଏମ୍ ଡିଭିଜନର ଅଗ୍ନି ସୁରକ୍ଷା ବିଶ୍ଳେଷଣ ଓ ଉତମ ଅଭ୍ୟାସ ବିଷୟରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା ଓ ଏହା ପରେ ଏକ ସ୍ପଟ୍ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛବିଶ (୨୬)ଜଣଙ୍କୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୫୦ କର୍ମଚାରୀ ଓ ଭେଣ୍ଡର ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ । ଭେଣ୍ଡର ପାର୍ଟନରଙ୍କ କର୍ମଚାରୀମାନଙ୍କ ଦ୍ୱାରା ଦୁଇଟି ଆବେଗପୂର୍ଣ ନୁକଡ ନାଟକ ପରିବେଶ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

 

ଠିକାଦାର ଓ ସେମାନଙ୍କ କର୍ମଚାରୀମାନଙ୍କ ସହ ଅର୍ଥପୂର୍ଣ ଯୋଗାଯୋଗ ପାଇଁ ଟାଟା ଷ୍ଟିଲ୍‌ ର ପ୍ରତିବଦ୍ଧତାକୁ “ ସୁମିଳନ’ ପ୍ରତିଫଳିତ କରୁଛି, ଯେଉଁଥିରେ ସଂସ୍କାର ପ୍ରଦର୍ଶନ ଅନୁସାରେ ସୁରକ୍ଷା ବିଷୟ ଉପରେ ଦୁଇଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଠିକାଦାର ପାର୍ଟନର ଓ ସେମାନଙ୍କ ଉତ୍ସର୍ଗୀକୃତ ଶ୍ରମ ଶ୍ରମଶକ୍ତିଙ୍କଠାରୁ ରୁ ସୁରକ୍ଷା ଓ ସମ୍ପର୍କିତ ପରାମର୍ଶ ଗ୍ରହଣ କରିବାର ଏକ ପ୍ଲାଟଫର୍ମ ଭାବେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରୁଛୁ । ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସୁରକ୍ଷିତ କର୍ମ ପରିବେଶ ସୃଷ୍ଟି କରିବା ଲାଗି ସୁରକ୍ଷା, ସହ‌ଯୋଗିତା ଓ ମୁକ୍ତ ଯୋଗାଯୋଗ ପ୍ରତି ଟିଏସ୍ଏମ୍ ପ୍ରତିବଦ୍ଧ ରହିଛି।

Leave a Reply

Your email address will not be published. Required fields are marked *