Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଟ୍ରକ ଧକ୍କାରେ ବୃଦ୍ଧା ମହିଳା ପଥଚାରୀ ମୃତ

(ଜେ ବି ଏନ /ସୁଶାନ୍ତ କୁମାର) ୨୧/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବାଜି ଚୋକ୍ ଠାରେ ଜଣେ ମହିଳା ପଥଚାରୀ ଙ୍କ ଉପରେ ଚଡ଼ି ଗଲା ଟ୍ରକ(OR09E2896) 

। ଘଟଣାସ୍ଥଳରେ ପଥଚାରୀ ଙ୍କ ମୃତ ହୋଇଯାଇଛି। ମୃତ ବୃଦ୍ଧା ମହିଳା ପଥଚାରୀ ଜଣଙ୍କ ହେଲେ ତରା ରାଉତ (୮୦) ସେ ଘରୁ ବାହାରି ନିକଟସ୍ଥ ଦୋକାନ କୁ ଯିବା ସମୟରେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳ ଟି ସହର ର ମଝି ସ୍ଥାନରେ ଯାହାକି ସହର ଟି ନୋଏଣ୍ଟ୍ରି ସ୍ଥଳ ଏଠାରେ କିପରି ଦୁର୍ଘଟଣା ଘଟି ପାରୁଛି ପୁଣି ଦିନ ଦ୍ୱିପହରେ ତାହା ନିନ୍ଦାର ର ବୋଲି ଅଭିଯୋଗ କରିବା ସହ ନୋଏଣ୍ଟ୍ରି ସମୟ ସ୍ତାନ ର ଲିଖିତ କାଗଜ ମାଗିଛନ୍ତି ମାର୍କେଟ କମିଟି ସଭାପତି ରାମ ଚନ୍ଦ୍ର ପାତ୍ର ଓ ପୂର୍ବତନ କାଉନସିଲର। ଘଟଣାସ୍ଥଳରେ ପୋଲିସ ପହଁଚି ଉତେଜିତ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।