Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଢେଙ୍କାନାଳ ଏସବିଆଇ (SBI) ପକ୍ଷରୁ ନବବର୍ଷ ର ଶୁଭେଚ୍ଛା

(ଜେ ବି ଏନ /ସୁଶାନ୍ତ କୁମାର) ୦୧/୦୧ /୨୦୨୧ ଢେଙ୍କାନାଳ : ଆଜି ନବ ବର୍ଷ  ଉପଲକ୍ଷେ ଏସ୍. ବି. ଆଇ ମୁଖ୍ୟ ଶାଖାରେ କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ କରାଯାଇଛି। ଏଥିରେ ଏସ୍. ବି. ଆଇ ଷ୍ଟାପ ଆସୋସିଏସନ ର ଏ ଜି ଏସ୍ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶାଖା ପରିଚାଳକ ଶ୍ରୀ ବିଜୟ କୁମାର ଶତପଥୀ,ବ୍ରାଞ୍ଚ ସେକ୍ରେଟେରୀ ମନ ମୋହନ ନାୟକ, ଆସିଷ୍ଟାଣ୍ଟ ସେକ୍ରେଟେରୀ ଶ୍ରୀ ସୌମ୍ୟ ମିଶ୍ର , ଗୋପାଲ ଚନ୍ଦ୍ର ସାହୁ ସଂଗ୍ରାମ ମହାପାତ୍ର, ଶ୍ରୀ ସନ୍ତୋଷ ବରାଳ, ଶ୍ରୀ ତପନ ପାଲ, ଜିତେନ୍ଦ୍ର କୁମାର ଦାସ, ପ୍ରକାଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ନିଜର ବକ୍ତବ୍ୟ ପ୍ରଦାନ କରି ନବ ବର୍ଷ କୁ ସୁମଧୁର କରିଥିଲେ।