Spread the love

ଢେଙ୍କାନାଳ ଓକିଲ ସଂଘ ପକ୍ଷରୁ ଆଜି ନିର୍ବାଚନ ଅନୁଷ୍ଠିତ କରାଯାଇଥିଲା। ଉକ୍ତ ନିର୍ବାଚନରେ ସଭାପତି ଭାବେ ଗୋପାଳ ଚନ୍ଦ୍ର ପାତ୍ର ୪୭୫ , ଉପସଭାପତି ଭାବେ ଟଙ୍କଧର ବେହେରା ୪୧୬ ସମ୍ପାଦକ ଭାବେ ତାପସ କୁମାର କବି ଶତପଥୀ ୩୧୬ ସହ ସମ୍ପାଦକ ଭାବେ ଉତ୍ତମ କୁମାର ଦାସ ୪୭୨ ଖଣ୍ଡ ଭୋଟରେ ବିଜୟୀ ଲାଭ କରିଛନ୍ତି। ଢେଙ୍କାନାଳ ଓକିଲ ସଂଘ ଢେଙ୍କାନାଳ ବାସିନ୍ଦାଙ୍କ ସହ ସବୁ ସମୟରେ ରହିଛି ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *