Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଢେଙ୍କାନାଳ ସାଇ ମନ୍ଦିରର ଆଜି ଦ୍ବିତୀୟ ବାର୍ଷିକ ଉତ୍ସବ ବହୁ ଧୁମଧାମରେ ପାଳିତ 

 

ଜେ ବି ଏନ, ୧୬/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ପିଙ୍ଗୁଆ ସାଇ ମନ୍ଦିର, ସାଇନଗର , ବ୍ଲକ- ଗଁଦିଆ, ଢେଙ୍କାନାଳ ସାଇ ମନ୍ଦିର ଆଜି ଦ୍ବିତୀୟ ବାର୍ଷିକ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି ଦ୍ବିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଚଭାଡି ଶୋଭାଯାତ୍ରା । ଭକ୍ତଙ୍କ ଗହଣରେ ସାଇ ନାଥ ହରିବୋଲ ଓ ହୁଳହୁଳି ରେ ପରିବେଶ ପ୍ରକମ୍ପିତ ହୋଇଥିଲା l