Spread the love

(ତା-୫-୧୦-୨ ୦୨୬)ସୋମବାର ସମ୍ବଲପୁର ଜିଲ୍ଲା,ଜମନକିରା ବ୍ଲକ,ଧୁଡ଼ିପାଲି ପଞ୍ଚାୟତ ଅଫିସ୍ ଠାରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଧୁଡ଼ିପାଲି ସରପଞ୍ଚ ଅରୁଣ ନାଏକ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।ବିଜେପି ପାର୍ଟିର କର୍ମ କର୍ତ୍ତା ପୱନ୍ ପଟେଲ, ଆସିଶ ଦେହୁରୀ, ସଞ୍ଜ ସିଂ, ସୁଶାନ୍ତ କୁମାର ପଟେଲ, ଅମିତ ଚୌଧୁରୀ, ଟୁନା ସାହୁ, ମହଦା ସମିତି ସଭ୍ୟ ସୁଶିଲ ମାକର, ମହଦା ପଞ୍ଚାୟତ ରୁ ୧୩ଜଣ ରକ୍ତ ଦେଲେ ଓ ଧୁଡ଼ିପାଳି ପଞ୍ଚାୟତ ରୁ ୪୮ଜଣ ଓ ହାରାହାରି ୬୧ଜଣ ରକ୍ତ ଦାନ କଲେ।ସୁନିଲ ଚୌଧୁରୀ ,ସଞ୍ଜୟ ସିଂ, ରିତେଶ ଚୌଧୁରୀ, କିଶୋର ଧୁରୁଆ,ନରେନ୍ଦ୍ର ସାହୁ, କେନାଢ଼ିପା ପଞ୍ଚାୟତ ସୁବ୍ରତ ଚୌଧୁରୀ, ମାନସ ସାହୁ,ଓ ନକ୍ତିପାଲି ପ୍ରକାଶ ନାଏକ ଇତ୍ୟାଦି ସମସ୍ତ ବିଜେପି କର୍ମୀ ଓ ରକ୍ତ ଭଣ୍ଡାର ର ସମସ୍ତ କର୍ମୀ ସହଯୋଗ ଓ ଧୁଡିପାଲି କର୍ମ କର୍ତ୍ତା ମାନେ ସହଯୋଗ କରି ଏହି ରକ୍ତଦାନ କାର୍ଯ ଟି ସୁରୁଖୁରୁରେ ହୋଇଯାଇଅଛି।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *