Spread the love

ଧୂମଧାମ ରେ ପାଳିତ ହେଲା ଭୋଟପଡ଼ା ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୧୦ ଭୋଟପଡା ଗ୍ରାମର ମା ଦରିଆଣୀ କ୍ଲବ ପକ୍ଷରୁ ହେଉଥିବା ମା ଗଜଲଷ୍ମୀ ପୂଜା ବେଶ ଜମୁଛି। ପୂଜାର ଆଜି ଅନ୍ତିମ ଦିନରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥିଭାବେ ଦୈନିକ ଖବର କାଗଜ ସମୟ ର ପରିଚାଳନା ନିର୍ଦ୍ଧେଶିକା ଅନିତା ମହାନ୍ତି, ବରିଷ୍ଠ ବିଜେପି ନେତା ଗୋଲଖ ମହାପାତ୍ର ଅତିଥି ଭାବରେ ଯୋଗଦେଇ ମା ଗଜଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ରବିବାର ଭଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବର ସଭାପତି ଦାଶରଥି ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *