Spread the love

ଭଦ୍ରକ: ନାଳିଆ ନଦୀରେ ବୁଡ଼ିଯାଇ ୪ ଛାତ୍ର ଗୁରୁତର; ଉଦ୍ଧାର କଲେ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀ, ସମସ୍ତ ୪ ଗୁରୁତର ଛାତ୍ର ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି, ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ବୁଡ଼ିଗଲେ, ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢ଼ୁଥିଲେ ।

Leave a Reply

Your email address will not be published. Required fields are marked *