
ନାଲକୋ ଯାଦବ ସମାଜ ତରଫରୁ ବନ ମହୋତ୍ସବ. …
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନୁଗୋଳ ଜିଲ୍ଲା କୁରୁଡୋଲ ଗ୍ରାମର ହନୁମାନ ବାଟିକା ଥରେ ଆଜି ନାଲକୋ ଯାଦବ ସମାଜ ତରଫରୁ ପାରିବାରିକ ବନ ମହୋସଵ ଅନୁଷ୍ଠିତ ହୋଇଅଛି ଅନୁଷ୍ଠିତ ହୋଇଅଛି, ଏହି କାର୍ଯ୍ୟକ୍ରମ ରେ ଯାଦବ ସମାଜର ସାଧାରଣ ସମ୍ପାଦକ ପ୍ରକାଶ ବେହେରା ମଞ୍ଚ ପରିଚାଳନା କରିଥିଲେ, ନାଲକୋର ଗୁଇନ୍ଦା ସୁରକ୍ଷା ବିଭାଗରେ ଥିବା ଶ୍ରୀ ପ୍ରବୀଣ କୁମାର ମହାକୁଡ଼ ଏବଂ ତାଙ୍କ ସହ ଧର୍ମିଣୀ ଅତିଥି ଭାବେ ଯୋଗଦାନ କରିଥିଲେ,

ଏଥିରେ ସମାଜର ସଭାପତି ଶ୍ରୀ ଭରତ ରାଉତ ଏବଂ ତାଙ୍କ ସହ ଧର୍ମିଣୀ ସମସ୍ତ ସଦସ୍ୟ ଏବଂ ସଦସ୍ୟାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, ଏବଂ ସମାଜ ତରଫରୁ ବିଭିନ୍ନ ନାଚ ଗୀତର ଆୟୋଜନ ମଧ୍ୟ ହୋଇଥିବା ବେଳେ ଆଗାମୀ ଫଗୁ ଦଶମୀ କିପରି ପାଳନ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା, ଏଥିରେ ଯାଦବ ସମାଜର ଉପସଭାପତି ଅନ୍ତର୍ଯ୍ୟାମୀ ସେନାପତି, କୃଷ୍ଣ ଗୌଡ଼, ଜିତେନ୍ଦ୍ର ଖିଲାର, ସଞ୍ଜୟ ଭୁତିଆ, ଅଶୋକ ଭୁତିଆ, ଅଶୋକ ବେହେରା, ସୁଶାନ୍ତ ପରିଡା ବିମ୍ବାଧର ରାଉତ, ସୁମନ୍ତ ସାହୁ, ବିମ୍ବାଧର ରାଉତ ,ଅଶୋକ ରାଉତ, ବିଷ୍ଣୁ ରାଉତ ସୁଶାନ୍ତ ସାହୁ,କିଶୋର ରାଉତଙ୍କ ପରିବାର ସହିତ ଅନେକ ଯାଦବ ପରିବାର ଉପସ୍ଥିତ ଥିବା ବେଳ ସମାଜର ଉପଦେଷ୍ଟା ଶ୍ରୀ ପରମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ. ….
