Spread the love

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ତରଫରୁ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବାକୁ ଥିବା ଭାରତର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ

ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ତରଫରୁ ଆଜି ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପଚାଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ ହେବାକୁ ଯାଉଛନ୍ତି। ଏହି ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୋରମ୍ ଓଡ଼ିଶା ତରଫରୁ ସଭାପତି ହରିହର ସାହୁ, ସାଧାରଣତ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ , ପ୍ରବକ୍ତା ମୁରଲୀଧର ପରିଡ଼ା ଙ୍କ ସହିତ ଉପସଭାପତିମଣ୍ଡଳୀ, ସମ୍ପାଦକମଣ୍ଡଳୀ, ଜାତୀୟ ପ୍ରତିନିଧି ଭାରତ, କୋରକମିଟିମଣ୍ଡଳୀ,ଓ ସ୍ବତନ୍ତ୍ର ପରାମର୍ଶଦାତା ମଣ୍ଡଳୀ ସମସ୍ତ ଜାତୀୟ ପୁରସ୍କାର ପାଇବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁଦିବସର ଅଭିନନ୍ଦନ ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *