Spread the love

ପବିତ୍ର ଦଶହରା ଉପଲକ୍ଷେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ

 

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟମ୍ବା ଗ୍ରାମର ଡମ ସାହିରେ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଗଲା। ଡମ ସାହିରେ ଥିବା ମହିଳାଙ୍କୁ ନୂତନ ଶାଢ଼ୀ ପ୍ରଦାନ କରିଥିଲା ସଂଘ।ଏଥିରେ ସଂଘର କାର୍ଯ୍ୟକର୍ତ୍ତା ସମାଜସେବୀ ସୌମ୍ୟା ମିଶ୍ର ଓ ବଲ୍ୟମ୍ୱା ଗ୍ରାମର ସମାଜସେବୀ ଚନ୍ଦନ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।ଓ ବାଲ୍ୟଂବା ଗ୍ରାମର ସରପଞ୍ଚ ଲକ୍ଷ୍ମୀ ରାଉତ ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରତ୍ୟେକ ବର୍ଷ ସଂଘ ତରଫରୁ ଏହି କାର୍ଯ୍ୟ କରାଯାଏ ଓ ସଂଘର ସଦସ୍ୟା ସୌମ୍ୟା ମିଶ୍ର କହିଛନ୍ତି ଏହା ପ୍ରତ୍ୟେକ ବର୍ଷ ଚାଲୁ ରହିବ।

Leave a Reply

Your email address will not be published. Required fields are marked *