Spread the love

ପାଠପଢା ଛାଡି ପାଠ୍ୟପୁସ୍ତକ ବୋହିଲେ ଛାତ୍ର……. ୦୨/୦୪/୨୦୨୫ କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ହାଇସ୍କୁଲର ଛାତ୍ରପାଠ ପଢାଛାଡି ମଙ୍ଗଳବାର ଦିନ ଖରାରେ ସାଇକେଲ ଯୋଗେ ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲକୁ ନେଉଥିବା ବହି ବସ୍ତା ଦେଖିବାକୁ ମିଳିଥିଲା ଏହା ଏକକିଲୋମିଟର ହୋଇଥିବା ବେଳେ ଶିକ୍ଷା ଉପରକୁ ଆଙ୍ଗୁଳି ଉଠିଛି!ସରକାର ଶିକ୍ଷା ପାଇଁ ଦଣ୍ଡମୁକ୍ତ କରିଥିବାଅନେକ ଖର୍ଚ୍ଚ କରୁଥିବା ବେଳେ ଶ୍ରମିକ ସାଜିଛନ୍ତି ଛାତ୍ର! ଏ ବିଷୟରେ ପଙ୍ଗାତିରା ହାଇସ୍କୁଲର ପ୍ରଧାନ ଶିକ୍ଷକମନୋଜ ବେହେରାକୁ ପଚାରିବାରୁ ଅଯୁକ୍ତି ଉତ୍ତର ଦେଇଥିଲେ କହିଥିଲେ ୨୦ଖଣ୍ଡ ବହି ଆଣିଲେ ଆପଣଙ୍କର କଣ ଅସୁବିଧା କଣ ଉଦେଶ୍ୟ କଣ ଯାହା କରୁଛ କର ମୋର କିଛି ଫରକ ନାହିଁ!ଏହିପରି ଅନେକ ଉତ୍ତର ମିଳିଥିଲା ଖରା ସମୟରେ କାହିଁକି ଛାତ୍ର ବହି ବୋହିଲେ ଏ ବିଷୟରେ ବ୍ଲକ ଶିକ୍ଷାଅଧିକାରୀଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ରିସିଭ କରିନଥିଲେ!ଢେଙ୍କାନାଳ ଜିଲ୍ଲାଶିକ୍ଷାଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରରହିଲା।

Leave a Reply

Your email address will not be published. Required fields are marked *