Spread the love

ପୈାରପାଳିକା ପକ୍ଷରୁ ରାସ୍ତା ଦୁଇପାର୍ଶରେ ଲାଗିଥିବା ହୋଡିଙ୍ଗ ଗୁଡ଼ିକୁ ଉଚ୍ଛେଦ।

ଆଜି ଢେଙ୍କାନାଳ ପୈାରପାଳିକା ପକ୍ଷରୁ ରାସ୍ତାର ଥିବା ହୋଡିଙ୍ଗ୍ ଗୁଡିକୁ ହଟାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପୈାରନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତ ଙ୍କ ତତ୍ବାବଧାନରେ ପୈାରପାଳିକା କାର୍ଯ୍ୟଳୟର କର୍ମଚାରୀ ଓ ସଫେଇ କର୍ମଚାରୀ ଙ୍କ ଉପସ୍ଥିତି ରେ ଜେସିବି ଦ୍ଵାରା ସହରର ବିଭିନ୍ନ ସ୍ଥାନରେ ଲାଗି ଥିବା ବିଜ୍ଞାପନ ପ୍ରଚାରପତ୍ର ଗୁଡିକୁ ରାସ୍ତା ଦୁଇ ପାର୍ଶ୍ଵରୁ ଉଛେଦ କରାଯାଇଛି ।

Leave a Reply

Your email address will not be published. Required fields are marked *