Spread the love

ପୋଖରୀ ମାଛପାଇଁ ଦାଦାକୁ ହତ୍ୟା ଧମକ.. ଥାନାରେ ଏତଲା ପରେ ନିରବଦ୍ରଷ୍ଟା ପୋଲିସ…….

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ବିରଞ୍ଚି ସାହୁ ପିତା ଭଜମନ ସାହୁ! 06/03/26 ରିଖ ମହାବିରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିରଞ୍ଚି ଏବଂ ସ୍ତ୍ରୀ!ଭଜମନ ସାହୁଙ୍କର ଚାରୋଟି ପୁଅ ଅରକ୍ଷିତ ସାହୁ, ବିଦ୍ୟାଧର ସାହୁ ଶ୍ୟାମସୁନ୍ଦର ସାହୁ ଏବଂ ବିରଞ୍ଚି ସାହୁ,ସେହି ପୋଖରୀ ଥିଲା ପିତାଙ୍କର ସେହି ପୋଖରୀକୁ ବିଦ୍ୟାଧର ପୁଅ ବସନ୍ତ ସାହୁ ଚଞ୍ଚକତା କରି ସରପଞ୍ଚ ଙ୍କୁ ଧରି ମନରେଗା ଯୋଜନାରେ ମିଥ୍ୟା ବିଲ କରିଥିଲେ!ଦାଦା ବିରଞ୍ଚି ସାହୁ ଜାଣିଲା ପରେ ବିରୋଧ କରିଥିଲେ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା!ମାଛ ମରିବା ଖବର ପାଇ ବିରଞ୍ଚି ଭିଡ଼ିଓ କରିଥିଲେ ଏହାକୁ ରାଗ ରଖି ବଡ଼ ଭାଇ ବିଦ୍ୟାଧର ସାହୁ ଦୁଇ ପୁଅଙ୍କୁ ନେଇ ବସନ୍ତ ସାହୁ ଓ ଟୁନା ସାହୁ ଦାଦା ବିରଞ୍ଚି ସାହୁଙ୍କ ଘରେ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଦାଦା ଖୁଡିକୁ ଧମକ ହେଇଥିଲେ ବସନ୍ତ ସାହୁ କହିଥିଲେ ମୁଁ ବିଧାୟକ ଲୋକ ତତେ ଜୀବନରୁ ମାରିଦେବି ଏହାକୁ ଭୟ କରି ମହାବିରୋଡ ଥାନାରେ ଅଭିଯୋଗ କରିଛନ୍ତି ମହାବିରୋଡ ପୋଲିସ ଆଜି ପର୍ଯନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଞ୍ଚଳ ନିନ୍ଦା ପ୍ରକାଶ କରିଛନ୍ତି!

Leave a Reply

Your email address will not be published. Required fields are marked *