Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପୋଲିସ ପକ୍ଷରୁ କରୋନା ସଚେତନତା 

 

ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଆଜି ପୋଲିସ ପକ୍ଷରୁ କରୋନା ସଚତେନତା ଦେଖାଯାଇଛି lରାଜ୍ୟରେ କରୋନା ସ୍ଥିତି ଜଟିଳ ହେଉଥିବାରୁ ବ୍ରହ୍ମପୁର ପୁଲିସ ପକ୍ଷରୁ ସହର୍ ର ବିଭିନ୍ନ ସ୍ଥାନ ରେ ପୁଲିସ ଜନସାଧାରଣ ଙ୍କୁ କୋରାନ ବିଷୟ ରେ ସଚେତନତା କିରିବା ସହ ମlସ୍କୋ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଉଥିବାର ପରିଲକ୍ଷିତ ହେଇଥିଲା l