ପୋଲିସ ର ସଫଳତା, ୬ ଡକାୟତ ଗିରଫ

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ପୁରୀ : ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ କୁମ୍ଭାରପଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା l ପୁରୀ କୁମ୍ଭାରପଡା ପୋଲିସ ଦ୍ୱାରା ୬ ଡକାୟତ ଗିରଫ ହୋଇଛନ୍ତି l ଏଥି ସହିତ ସେମାନଙ୍କ ଠାରୁ ଖଣ୍ଡା, ବୋମା ଓ ଅନ୍ୟାନ୍ୟ ଆପତ୍ତି ଜନକ ପଦାର୍ଥ ଜବତ କରିଛି ପୋଲିସ l
