Spread the love

ଆଜି ଢେ଼ଙ୍କାନାଳ ପୌର ପାଳିକା ପକ୍ଷରୁ “ଆଇନଗତ ସଫେଇ ସୁରକ୍ଷିତ ସଫେଇ” “ସେପ୍ଟିକ୍ ଟ୍ୟାଙ୍କ ସଫା କରିବାରେ ସୁରକ୍ଷା” ଏହି ସଚେତନତା କାର୍ଯ୍ୟ କ୍ରମ ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲୁ ରହିବ ଆଜି ୧୧ ,୧୨,୧୩ ନମ୍ବର ୱାର୍ଡ ରେ ସଚେତନତା ରାଲି କରାଯାଇ ଥିଲା । ସରକାର ଙ୍କ ତରଫ ରୁ ଟୋଲଫ୍ରି ନମ୍ୱର୍ ୧୪୪୨୦ କୁ କଲ କରି ପାଇଖେନା ସଫା କରି ପାରିବେ । ସ୍ୱଚ୍ଛ ସାଥୀ ସୁପର ଭାଇଯର ଓ ପୌର ନିର୍ବାହୀ ଅଧିକାରୀ ଅଶ୍ଵନି କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଛି

Leave a Reply

Your email address will not be published. Required fields are marked *