Spread the love

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା । ମାତ୍ର ୪ ମିନିଟ୍‌ ଚାଲିଲା ଗୃହ । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କଲେ କଲେ ବାଚସ୍ପତି ସୁରମା ପାଢୀ । ସାର ସମସ୍ୟା ନେଇ ବିଜେଡି ବିଧାୟକଙ୍କ ହୋହଲ୍ଲା।

Leave a Reply

Your email address will not be published. Required fields are marked *