Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବଡହିଂସର ଗ୍ରାମରେ ଏକ ଗଛରେ ଝୁଲି ରହିଛି ମୃତ ଶରୀର 

 

ଜେ ବି ଏନ, ୦୪/୦୪ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ଼ ହିଂସାର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଗଛ ରେ ଜଣେ ଯୁବକଙ୍କର ମୃତ ଦେହ ଝୁଲି ରହିଥିବା ର ଦେଖିବାକୁ ମିଳିଥିଲା। ଗ୍ରାମ ବାସୀଙ୍କ ଠାରୁ ସୂଚନା ଅନୁଯାଇ ବଡ ହିଂସାର ଗ୍ରାମର ଦିଗମ୍ବର ସାହୁ ଙ୍କ ପୁଅ ବୈଇକୁଣ୍ଠ ସାହୁ ଙ୍କର ମୃତ ଦେହ ଗଛରେ jhuli ଥିବା ନେଇ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ପକ୍ଷ୍ୟରୁ ଜରପଡ଼ା ଥାନାକୁ ଖବର ଦେବା ପରେ ଜରପଡା ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l