Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାଇକ ପଛରେ ଧକ୍କା ଦେଲା ଟ୍ରକ ଅଳ୍ପକେ ବର୍ତ୍ତୀ ଗଲେ ଚାଳକ

(ଜେ ବି ଏନ /ସୁଶାନ୍ତ କୁମାର) ୦୩/୦୩/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ୫୫ନମ୍ବର୍ ଜାତୀୟ ରାଜପଥ ବାଇକ୍ ଓ ଟ୍ରକ ମଧ୍ୟରେ ଧକ୍କା।

 

ଅଳ୍ପକେ ବର୍ତ୍ତୀ ଗଲେ ବାଇକ ଚାଳକ । ବାଇକ ନମ୍ବର OR19 J 0439 ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ରୁ ବଅଁରପାଳ ଅଭିମୁଖେ ନିଜର ବନ୍ଧୁ କୁ ନେଇ ଯାଉଥିବା ବେଳେ ଟ୍ରକ ନମ୍ବର OD35C 7757 କୋଇଲା ଟ୍ରକ ବାଇକ ର ପଛ ପାଖରେ ଧକ୍କା ଦେଇଥିଲା। ଦୂର୍ଘଟଣା ସ୍ଥଳରେ ପଡି ଆହତ ହୋଇଥିବା ବେଳେ ବାଇକ ଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।