Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନିଖୋଜ ରବୀନ୍ଦ୍ର ଙ୍କ ଶବ ଜବତ

 

ଜେ ବି ଏନ, ୦୩/୦୩ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ମାଧପୁର ଗ୍ରାମର ଅଣଖିଆ ଠାରେ ଆରଆଇ ଭାବେ କାର୍ଯ୍ୟକରୁଥିବା ରବୀନ୍ଦ୍ର କୁମାର ଲେଙ୍କା ଗତ ଦୁଇ ବର୍ଷ ହେବ ଅବସର ନେଇ ମାଧପୁର ଅଞ୍ଚଳ ଠାରେ ନିଜ ଘରେ ରହୁଥିବା ବେଳେ ଗତ 25 ତାରିଖ ଠାରୁ ସେ ଘରେ ମାନସିକ ବିକୃତ ହୋଇ ଘରୁ କେଉଁଆଡେ ଚାଲିଯାଇଥିଲେ ! ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ! ଏତଲାକୁ ଭିତ୍ତି କରି ଜଗତସିଂହପୁର ଥାନା ବହୁ ଖୋଜା ଖୋଜି କରିଥିଲେ ହେଲେ ରବୀନ୍ଦ୍ର ଙ୍କୁ ପାଇନଥିଲେ ! ବୁଧବାର ପୂର୍ବାହ୍ନ ରେ S.V.M.କଲେଜ ପରିସର ଜଙ୍ଗଲ ରେ ଆର. ଆଇ ରବିନ୍ଦ୍ର ଲେଙ୍କା ଙ୍କ ଶବ ମରିପଡିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ ! ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି !