Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାଜି ଚୌକ ରେ ରାମ ଚରିତ ମାନସ ପରାୟଣ

ଜେ. ବି. ଏନ୍ (୦୭/୦୪ /୨୦୨୧), (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ସୀତାରାମ୍ ଆଶ୍ରମ ପରିସରରେ ଗତ ଦୁଇ ତାରିଖ ରୁ ବିଶ୍ଵ କଲ୍ୟାଣ ଅର୍ଥେ ଶ୍ରୀ ଶ୍ରୀ ରାମ ଚରିତ ମାନସ ନବାନ୍ନ ପରାୟଣ ଆରମ୍ଭ ହୋଇ ଯାଇଛି। କୋଭିଡ କଟକଣା ଦୃଷ୍ଟି ରେ ରଖି ଚଳିତ ବର୍ଷ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରବଚନ ଓ ସତସଙ୍ଗ ଇତ୍ୟାଦି କାର୍ଯ୍ୟକ୍ରମ ବନ୍ଦ ରହିଛି। ବିଧି ରକ୍ଷା କରି ବିନା ଡାକ ବାଜି ଯନ୍ତ ସାହାଯ୍ୟରେ ପ୍ରାତୟ ହୋମ ଯଜ୍ଞ ଗ୍ରନ୍ଥ ପରାୟଣ ଅନୁଷ୍ଠିତ ହୋଇଛି। ସର୍ବ ଶ୍ରୀ ରମାକାନ୍ତ ଷଡଙ୍ଗୀ, ଗଦାଧର ରାଉତ,ପଣ୍ଡିତ ସର୍ବାଙ୍ଗନ ଷଡଙ୍ଗୀ, ଓ ଇନ୍ଦ୍ରମଣି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ଏବ୍ଂ ଶ୍ରୀ ଖଗେଶ୍ୱର ସାହୁ ହୋମ କାର୍ଯ୍ୟରେ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦକ କରୁଛନ୍ତି।