Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜେପି ପକ୍ଷରୁ ମାସ୍କ ବଣ୍ଟନ କରାଯାଇ ଅମାନିଆଙ୍କୁ ସଚେତନତା 

 

ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଦେଶ ଓ ରାଜ୍ୟରେ କରୋନା ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏହି କରୋନା ରୁ ରକ୍ଷା ପାଇବାର ଏକୋ ମାତ୍ର ଉପାୟ ହେଲା ବାହାରକୁ ବାହାରିବା ସମୟରେ ମlସ୍କୋ ବ୍ୟବହାର କିରିବା, କିନ୍ତୁ କେତକ ଅନମlନୀୟl ବିନା ମlସ୍କୋ ରେ ବାହାରକୁ ବାହାରିଥାନ୍ତି, ଆଜି ବରହମପୁର କମା ପଲ୍ଲୀ ବିଜେପି ମଣ୍ଡଳ ତରଫରୁ କମା ପଲ୍ଲୀ ଠାରେ ଅମାନିଆ ମାନଙ୍କୁ ମlସ୍କୋ ଦେଇ କରୋନା ବିଷୟରେ ସତେନl କରାଯାଈଥିଲା, ଏହି ଅଭିଯାନ ରେ ବିଜେପି ର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ରେ ବିଜେପି ର ଗଞ୍ଜମ୍ ର ଉପସଭାପତି ମୋନଜ ପଟ୍ଟନାୟକ, ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ, ଶରତ୍ ସାହୁ, ଶିବ ପ୍ରସାଦ ଅଧିକାରୀ, ଦେବୀ ସାହୁ, ସନ୍ତୋଷ ପାତ୍ର, ମୋନଜ ରାଓ,ମହିଳା ମୋର୍ଚା ର ଶ୍ରୀମତୀ ନଳିନୀ, ପ୍ରଦୀପ ସାହୁ, ମଧୁ ସାହୁ, ପି. କମଳୀ ଶକୁନ୍ତଳା ମଲିକ, ନିବେଦିତା ପଣ୍ଡା, ଗୌରୀ ମହାନ୍ତି, ଅସ୍ପିନ ରଥ, ପ୍ରଦୀପ ସାହୁ ପ୍ରମୂଖ ଉପସ୍ଥିତ ଥିଲେ l