Spread the love

ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ବିଦ୍ୟୁତ ସମ୍ପର୍ଶରେ ଗାଈର ମୃତ୍ୟୁ ଘଟିଛି,
ଗୋଲାମୁଣ୍ଡା/୩/୭/୨୬/ କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶ ପୁର ଫାଣ୍ଡି ଅଧିକାରୀ ଙ୍କ ଅଧିନରେ ଥିବା ଟେମରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଆଜି ଅପରାହ୍ନ ଚାରିଟା ସମୟରେ ଟେମରି ସରକାରି କେନ୍ଦ୍ର ପ୍ରଥମିକ ବିଦ୍ୟାଳୟ ନିକଟରେ ଥିବା ବିଦୁତ୍ୟୁ ଟ୍ରାନସଫର୍ମର ନିକଟରେ ଏକ ଗାଈର ମୃତ୍ୟୁ ଦୁର୍ଘଟଣା ଘଟିଛି, ଦୁର୍ଘଟଣାରେ ଘଟିଥିବା ଗାଈ ମାଲିକ ତ୍ରିଲୋଚନ ପୁଞ୍ଜି ଏକ ଗରୀବ ଶ୍ରେଣୀର ଲୋକ, ଗାଈର କ୍ଷୀରରେ ପରିବାର ପ୍ରତିପୋଷଣ କରନ୍ତି, ହେଲେ ଦୁର୍ଭାଗ୍ୟକୁ ଆଜି ଚାରିଟା ସମୟରେ ଗାଈ ଟ୍ରାନସ୍ଫର ଦେଇ ଆସୁ ଥିବା ବେଳେ ତାର ବିଦୂତ୍ୟୁ ତାର ଲାଗି ଗାଈ ମୃତ୍ୟୁ ଘଟିଛି ବୋଲି ତ୍ରିଲୋଚନ ପୁଞ୍ଜି ଶକ୍ତି ଟିଭି ପଶ୍ଛିମ ଓଡିଶାର ବିୟୁର ଚିପ ନିକଟରେ ପ୍ରକାଶ କରି ଥିଲେ, ଅଳ୍ପ ଦିନ ମଧ୍ୟରେ ପନ୍ଦର ହଜାର ଟଙ୍କା ଦେଇ କିଣି ଆଣି ଥିବ ବେଳେ ଆଜି ଗାଈ ମୃତ୍ୟୁ ଘଟିଛି ବୋଲି ଭାଙ୍ଗି ପଡିଛନ୍ତି, ଏ ନେଇ ସୁଧିର କୁମାର ଭୋଇ, ଓ ସମିତି ସଭ୍ୟା ଅଞ୍ଜଳୀ ନାଇକ ଙ୍କ ପ୍ରତିନିଧୀ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ବିଭଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରି କ୍ଷତି ପୁରଣ ଯୋଗାଇ ଦେବା ସହ ଟେମରିରେ ଥିବା ଟ୍ରାନସ୍ଫରରେ ତାର ଜାଳି ଦେବା ପାଇଁ ଦାବି କରିଛନ୍ତି, ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ପ୍ରାଣୀ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି,

କଳାହାଣ୍ଡି ରୁକପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁକ

Leave a Reply

Your email address will not be published. Required fields are marked *