Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଧାୟକ ଙ୍କ ଦ୍ଵାରା ନୂତନ ଧାନ ମଣ୍ଡିର ଶୁଭ ଉଦ୍ଘାଟନ 

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଟାଙ୍ଗୀ – ଚୌଦାର ପଞ୍ଚାୟତ ସମିତି ଅଧୀନସ୍ଥ ନଖରା ଗ୍ରାମ ପଞ୍ଚାୟତ ଠାରେ ‘ ନଖରା ପ୍ରାଥମିକ କୃଷି ସମବାୟ ସମିତି ଲି . ‘ ଆନୁକୁଲ୍ୟରେ ଏକ ‘ ନୂତନ ଧାନ ମଣ୍ଡିର ଶୁଭ ଉଦ୍ ଘାଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ମୁରବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ ଯୋଗଦାନ ଦେଇ ନୂତନ ଧାନ ମଣ୍ଡି ର ଶୁଭ ଉଦଘାଟନ କରିଥିଲେ l