Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିନା ନେଗେଟିଭ ରିପୋର୍ଟରେ ଦର୍ଶନ କରିବେ ଭକ୍ତ : ପୁରୀ 

 

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ପୁରୀ : ଆସନ୍ତା କାଲି (21 ଜାନୁଆରୀ) ଠାରୁ ପୁରୀ ଶ୍ରୀ ମନ୍ଦିର ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ନାହିଁ ।

 

ସକାଳ 6 ଟା ରୁ 7 ଟା ପର୍ଯ୍ୟନ୍ତ ପୁରୀ ସହର ବାସିନ୍ଦା କରିବେ ଦର୍ଶନ । 7 ଟା ପରଠାରୁ ସମସ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର l ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l