Spread the love

ବିଶିବରଣୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଖେଳ ଚପରିଆ ଠାରେ ଶେଷ ହୋଇଯାଇଛି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ତ ଚପରିଆ ଗ୍ରାମରେ ବିଶିବରଣୀ କ୍ରିକେଟ ଖେଳର ଅନ୍ତିମ ଫାଇନାଲ ଖେଳ ଲେତେର ଓ ଖକସାମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଥିବା ବେଳେ ଲେତେର ବିଜୟୀ ପ୍ରଥମ ପୁରସ୍କାର ପାଇବାରେ ହକ ଦାର ହୋଇ ଥିଲେ ଦ୍ୱିତୀୟ ପୁରସ୍କାର ପାଇବାରେ ଖକସା ହକଦାର ହୋଇ ଥିଲେ ଆମ୍ପୋୟର ଭାବରେ ପ୍ରଫୁଲ ଗହୀର ଓ ମଙ୍ଗରାଜ ଦୁହେଁ ଖେଳ ଟିକୁ ଅତି ସୁନ୍ଦର ଭାବରେ ତୁଲାଇ ଥିଲେ. ଉକ୍ତ ଖେଳରେ ମୁଖ୍ୟ ଅତିଥି ବଇସାଖୁ କେତକୀ. ସନମାନୀୟ ଅତିଥି ଅଶୋକ ମଙ୍ଗରାଜ. ରବୀନ୍ଦ୍ର ସୁନାନୀ. ହେମନ୍ତ ବାଗ. ପୀତବାସ ବାଗ. ଉମାକାନ୍ତ ରଣା. ଧଵଲେ ବାଗ. ଧଂଜୟ ରଣା ଖଲିଆପାଲି ଗ୍ରାମର ସରୋଜ କୁମାର ମୁଣ୍ଡ. ବରିଷ୍ଠ ସାମ୍ବାଦିକ. କାଲିପୁର ଗ୍ରାମର ବିରିଷ୍ଟ ସାମ୍ବାଦିକ ପିତାମ୍ବର ବେହେରା. ଚପରିଆ ଗ୍ରାମର ଖେଳାଳି ଓ ଗ୍ରାମବାସୀ ବୃନ୍ଦ ଅତି ଆନ୍ଦର ସହ ଉପ ଭୋଗ କରିଥିଲେଖେଳର ମଜାନେ ଇ ଥିଲେ ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତନିଉଜ

Leave a Reply

Your email address will not be published. Required fields are marked *