Spread the love

ବିଶିଷ୍ଟ ଶିକ୍ଷାବିତ୍ , ହୋମିଓପାଥି ଚିକିତ୍ସକ ତଥା ଧର୍ମପରାୟଣ ବ୍ୟକ୍ତିଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ

ଆଳି ___ ଆଳି ବ୍ଳକ ଅନ୍ତର୍ଗତ ଦେସାହି ପଞ୍ଚାୟତର ପତିସାହି ଠାରେ ଆଳିବିଶିଷ୍ଟ ଶିକ୍ଷାବିତ୍, ହୋମିଓପାଥି ଚିକିତ୍ସକ ତଥା ଧର୍ମପରାୟଣ ବ୍ୟକ୍ତି ଶିକ୍ଷାବିତ ତ୍ରୈଲୋକ୍ୟ ନାଥ ପତିଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମିତି ସଭ୍ୟ ତଥା କବି ସନ୍ତୋଷ କୁମାର ବେଉରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଗୋବିନ୍ଦ ନନ୍ଦ,ଆଳି ନାଗରିକ ମଞର ସଭାପତି ଧରଣୀଧର ରାଉତ, ଶିକ୍ଷାବିତ ନରହରି ପାତ୍ର, ଶିକ୍ଷାବିତ କରୁଣାକର ସାମଲ, ଖରସ୍ରୋତା ପୁସ୍ତକ ମେଳାର ସଭାପତି ପଦ୍ମାକର ଗୁରୁ, ପ୍ରଫେସର ଦାମୋଦର ବେହେରା ଙ୍କ ସମେତ ବହୁ ବ୍ୟାକ୍ତି ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *