Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବେଆଇନ ଜନ୍ତୁ ଶିକାର ଅଭିଯୋଗରେ ଦୁଇ ଗିରଫ

ଜେ ବି ଏନ, ୧୦ /୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ସଂରକ୍ଷିତ ଜଙ୍ଗଲ ରେ ବେଆଇନ୍ ଜନ୍ତୁ ଶିକାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଗିରଫ କରାଯାଇଛି l ସୂଚନା ମୁତାବକ ବନ ବିଭାଗ କର୍ମଚାରୀ ମାନେ ଜଙ୍ଗଲରେ ଡ୍ୟୁଟି କରୁଥିବା ବେଳେ ଏହି ଦୁଇ ଅଭିଯୁକ୍ତ ଜନ୍ତୁ ଶିକାର କରିବାକୁ ଉଦ୍ୟମ କରି ଗିରଫ ହୋଇଥିଲେ l

ଅଭିଯୁକ୍ତ ମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଗୋଟିଏ ସ୍ପଟ ଲାଇଟ୍ ଜବତ କରାଯାଇଛି l ଏଥି ସହିତ ସେମାନେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ ହୋଇଛି l