Spread the love

ବ୍ଲକ୍ ଅଫିସ୍ ପରିସରରେ ବନ୍ଦେ ମାତରଂ ଗାନ କାର୍ଯକ୍ରମ ଅନୁଷ୍ଠିତ

ବଅଁରପାଳ – ଜାତୀୟ ଯୁବ ଦିବସ ଅବସରରେ ବଅଁରପାଳ ବ୍ଲକ୍ ଅଫିସ୍ ପରିସରରେ ବନ୍ଦେ ମାତରଂ ଗାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଡିଓ ଲୋଚନ ଦାସ ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ସାମିଲ୍ ଥିଲେ। ଜାତୀୟ ଗୀତ ‘ ବନ୍ଦେ ମାତରଂ ‘ ସାମୁହିକ ଗାନ କାର୍ଯକ୍ରମ ସକାଳ ୧୧ ଟା ସମୟରେ ଆରମ୍ଭ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *