Spread the love

ବ୍ରହ୍ମପୁର.ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ବହୁ କର୍ପୋରେଟର, ସ୍ଥାନୀୟ ନେତୃବୃନ୍ଦ, ବରିଷ୍ଟ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ, ଅଶୋକ ନଗର ବୈଦ୍ୟନାଥ ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାରେ ଯୋଗଦେବା ସହିତ “ମିଲ୍ଟନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ”ଦ୍ଵାରା ଆୟୋଜିତ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ସଙ୍ଗୀତ,କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି କହି,ଭଜନ ସଂନ୍ଧ୍ୟାରେ ଅଂଶ ଗ୍ରହଣ କରିଥିବା ଦୃଷ୍ଟିହୀନ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଭୂୟସୀ ପ୍ରଶଂସା କରି ସେମାନଙ୍କର ଭବିଷ୍ୟତର ଉତ୍ତରତୋର କାମନା କରିଥିଲେ ଏବଂ ମନୁଷ୍ୟ ଜୀବନରେ ସଙ୍ଗୀତର ଆବଶ୍ୟକତା ତଥା ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *